କ୍ରିକେଟ୍‌ରେ କଳଙ୍କର ଫର୍ଦ୍ଦ ଜୋଡ଼ିଲା ଅଷ୍ଟ୍ରେଲିଆ

ଅଧିନାୟକ ପଦରୁ ସ୍ମିଥ୍‌ ଓ ଉପଅଧିନାୟକ ପଦରୁ ଓ୍ଵାର୍ନର ବିଦା ସ୍ମିଥ୍‌ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ, ୧୦୦% ମ୍ୟାଚ୍‌ ପାଉଣା କଟିଲା ବନକ୍ରଫ୍ଟଙ୍କୁ ୩ ଡିମେରିଟ୍‌ ପଏଣ୍ଟ, ହରାଇଲେ ୭୫% ପାଉଣା ସ୍ମିଥ୍‌ ଓ ଓ୍ଵାର୍ନର ଆଗାମୀ ଆଇପିଏଲ୍‌ରେ ଖେଳିବା ନେଇ ଆଶଙ୍କା କେପ୍‌ଟାଉନ : ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ଖେଳାଳି ବଲ୍‌ ଟ୍ୟାମ୍ପରିଂ କରୁଥିବା ଦୃଶ୍ୟ କ୍ୟାମେରାରେ ଧରାପଡ଼ିବା ପରେ କ୍ରିକେଟ୍‌ ଜଗତରେ ଝଡ଼ … Continue reading କ୍ରିକେଟ୍‌ରେ କଳଙ୍କର ଫର୍ଦ୍ଦ ଜୋଡ଼ିଲା ଅଷ୍ଟ୍ରେଲିଆ